ବଳ Baḻa

  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ଶାରିରୀକ ଶକ୍ତି — Bodily might; physical strength
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ସ୍ୱଭାବେ ଓଜ ସହ ବଳ ଜାତ ହୋଇଲେ ଅନର୍ଗଳ । ଜଗନ୍ନାଥ. ଭାଗବତ ।
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — କ୍ଷମତା; ସାମର୍ଥ୍ୟ — Power; ability
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ପରାକ୍ରମ; ଜୋର୍ — Force; might
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — (+କରଣ. ଅ) ମଜ୍ଜା; ସାର — Essence; marrow; pith
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ଖେତରେ ଦିଆ ଯିବା ସାର ବା ଖତ — Manure
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ଶୁକ୍ର — Semen
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) କୁଆ — Crow
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ରକ୍ତ — Blood
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ରୂପ; ଆକୃତି — Shape; form
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ଶରୀର — Body
  • ସଂ. ବି. (ବଳ୍ ଧାତୁ+ଭାବ. ଅ) — ବରୁଣ ଗଛ — The name of a kind of tree