ବଳ୍କଳ Baḻkaḻa
- ସଂ. ବି. (ବଳ୍ ଧାତୁ= ଆବରଣ କରିବା+କର୍ତ୍ତୃ. କଳ) — ଗଛର ଛାଲ; ବକଳ — Bark
- ସଂ. ବି. (ବଳ୍ ଧାତୁ= ଆବରଣ କରିବା+କର୍ତ୍ତୃ. କଳ) — ମାଛର କାତି; ଶଳ୍କ — Scale of fish
- ସଂ. ବି. (ବଳ୍ ଧାତୁ= ଆବରଣ କରିବା+କର୍ତ୍ତୃ. କଳ) — ଦାରୁଚିନି — Mace (Spice)
- ସଂ. ବି. (ବଳ୍ ଧାତୁ= ଆବରଣ କରିବା+କର୍ତ୍ତୃ. କଳ) — ଲୁଗାରୂପେ ବ୍ୟବହୃତ ଗଛର ଛାଲ (ହି. ଶ.) — Bark of a tree used as a cloth