ବଳେ Baḻe
- ଦେ. କ୍ରି. ବିଣ — ବଳପୂର୍ବକ; ଜବରଦସ୍ତି — Forcibly
- ଦେ. କ୍ରି. ବିଣ — ଦ୍ୱାରକାରେ ଯାଇ ବଳେ ସୁଭଦ୍ରାଙ୍କୁ ବିଭା ହୋଇ ଅର୍ଜୁନ ଆଣିଲେ ଘରକୁ—କୃଷ୍ଣସିଂହ ମହାଭାରତ ଆଦି।
- ଦେ. କ୍ରି. ବିଣ — ଆପଣା ମନକୁ; ସ୍ୱେଚ୍ଛାରେ; ଛାଏଁ ଛାଏଁ — Out of one's own accord; automatically; willingly
- ଦେ. କ୍ରି. ବିଣ — କର୍ଯ୍ୟତଃ; ନିଶ୍ଚେଁ — Certainly; as a metter of course
- ଦେ. କ୍ରି. ବିଣ — ବିଜନ ସ୍ଥଳେ ସେ ବଳେ, ବିରାଜିତ କ୍ଷଣରୁଚି ରୁଚିତରେ—କବିସୂର୍ଯ୍ୟ. କିଶୋରୀ ଚମ୍ପୁ. ଠ ଗୀତ
- ଦେ. କ୍ରି. ବିଣ — ବାଧ୍ୟ ହୋଇ — under compulsion; compulsorily
- ଦେ. କ୍ରି. ବିଣ — ଔଷଧ ଯେହ୍ନେ ନ ରୁଚଇ ବ୍ୟାଧି ସଂଯୋଗେ ବଳେ ଖାଇ।—ଜଗନ୍ନାଥ ଭାଗବତ।
- ଅ—(ଅନ୍ୟ ବିଶେଷ୍ୟ ଶବ୍ଦ ପରେ ଲାଗେ) — ଯୋଗେ; ଯୋଗୁଁ — For
- ଅ—(ଅନ୍ୟ ବିଶେଷ୍ୟ ଶବ୍ଦ ପରେ ଲାଗେ) — ନଥାଇ ତୁ କୋଳେ, କିସମ୍ବର୍ତ୍ତିବଳେ ଇନ୍ଦ୍ର ହେଲେ ସୁରେଶ୍ୱର ରେ—କବିସୂର୍ଯ୍ୟ ସଙ୍ଗୀତ।