ବଳି Baḻi

  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — ଦୈତ୍ୟରାଜ ବିରୋଚନ ପୁତ୍ର ଓ ପ୍ରହ୍ଲାଦ ପୌତ୍ର — Name of a demon king who was pressed down to the nether regions by Bishṇu in his third incarnation
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — [ଦ୍ର—ବିଷ୍ଣୁ ବାମନ ଅବତାରରେ ନିଜେ ଦେହରୁ ତୃତୀୟ ପାଦ କାଢ଼ି ତଦ୍ଦ୍ୱାରା ଏ ରାଜାଙ୍କୁ ପାତାଳକୁ ଚାପିଥିଲେ।]
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — (+କରଣ. ଇ) ନୈବେଦ୍ୟ; ଭୋଗ; ପୂଜାର ଉପକରଣ ବା ସାମଗ୍ରୀ — Offerings to a Deity; the ingredients of materials offered to a Deity
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — ଭେଟିଲେ ଆସି ପାଣ୍ଡୁ ସୁତେ ଘେନି ବଳି। କୃଷ୍ଣସିଂହ ମହାଭାରତ ସଭା।
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — ଛେଦନଯୋଗ୍ୟ ପୂଜାପଶୁ — An animal for sacrifice; victim
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — [ଦ୍ର—ଶାସ୍ତ୍ରରେ ବଳିପଶୁ 10 ପ୍ରକାର ଉଲ୍ଲେଖ ଅଛି; ଯଥା—ମୃଗ, ଛାଗ, ମେଷ, ମହିଷ, ଶୂକର, ଶଲ୍ଲକୀ, ଶଶକ, ଗୋଧା, କୂର୍ମ ଓ ଗଣ୍ଡାର।] — [ଦ୍ର—ଶାସ୍ତ୍ରରେ ବଳିପଶୁ10ପ୍ରକାର ଉଲ୍ଲେଖ ଅଛି; ଯଥା—ମୃଗ, ଛାଗ, ମେଷ, ମହିଷ, ଶୂକର, ଶଲ୍ଲକୀ, ଶଶକ, ଗୋଧା, କୂର୍ମ ଓ ଗଣ୍ଡାର]
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — କର; ରାଜକର; ରାଜସ୍ୱ — Revenue; tax
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — [ଦ୍ର—ଭୂମିର ଉତ୍ପନ୍ନ ବସ୍ତୁର ଯେଉଁ ଅଂଶ (ସାଧାରଣତଃ ଷଷ୍ଠାଂଶ) ପ୍ରଜା ରାଜାଙ୍କୁ ଦେଉଥିଲା ତାହାକୁ ସ୍ମୃତି ଶାସ୍ତ୍ରରେ ବଳି ବୋଲା ଯାଇଅଛି—ହି. ଶ.]
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — ଖାଦ୍ୟାଂଶ; ଅଇଁଠା — Leavings of the table
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — ଭୂତ ଯଜ୍ଞ; ବୈଶ୍ୱଦେବ — A daily offerings of boiled rice to various animals (e.g. gods, guests, ancestors, dogs, crows, sweepers)
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — ବୈଶ୍ୱଦେବରେ ଦିଆଯିବା ପିଣ୍ଡମାନ; ବୈଶ୍ୱଦେବ — Oblations given to several beings in Ba̲i̱ṡwadeba
  • ସଂ. ବି. (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ) — [ଦ୍ର—ହିନ୍ଦୁ ଗୃହସ୍ଥର ଦୈନିକ କର୍ତ୍ତବ୍ୟ ପଞ୍ଚ ଯଜ୍ଞ ମଧ୍ୟରୁ ଏହା 4 ର୍ଥ ବା ଭୂତ ଯଜ୍ଞ; ଏଥିରେ ଗୃହସ୍ଥ ନିଜର ଭୋଜ୍ୟାନ୍ନରୁ କିଛି ଅଂଶ ପୃଥକ୍ କରି କାକ, ଚାଣ୍ଡାଳ, କୁକ୍କୁର ଆଦିଙ୍କ ଉଦ୍ଦେଶ୍ୟରେ ତାହା ଘରର ବାହାରେ ରଖି ଦିଅନ୍ତି।] — [ଦ୍ର—ହିନ୍ଦୁ ଗୃହସ୍ଥର ଦୈନିକ କର୍ତ୍ତବ୍ୟ ପଞ୍ଚ ଯଜ୍ଞ ମଧ୍ୟରୁ ଏହା4ର୍ଥ ବା ଭୂତ ଯଜ୍ଞ; ଏଥିରେ ଗୃହସ୍ଥ ନିଜର ଭୋଜ୍ୟାନ୍ନରୁ କିଛି ଅଂଶ ପୃଥକ୍ କରି କାକ, ଚାଣ୍ଡାଳ, କୁକ୍କୁର ଆଦିଙ୍କ ଉଦ୍ଦେଶ୍ୟରେ ତାହା ଘରର ବାହାରେ ରଖି ଦିଅନ୍ତି]