ବଳଦିଆ Baḻadiā
- ଦେ. ବିଣ — ବଳଦ ପରି ଅଳସୁଆ — Idle like a bullock
- ଦେ. ବିଣ — ବଳଦ ପରି ପେଟ — Greedy like a bullock
- ଦେ. ବିଣ — ବଳଦ ପରି ନିର୍ବୋଧ — Stupid like an ox
- ଦେ. ବି — ଥୋଡ଼ିବଳଦର ଅଧ୍ୟକ୍ଷ; ଥୋଡ଼ିୟା — The master of pack-bullocks; one who carries on trade by getting commodites carried on pack-bullocks