ବଳଜ Baḻaja

  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — ଶସ୍ୟର କୁଢ଼ — A heap of grains
  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — ଶସ୍ୟ — Corn
  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — ଅସ୍ଥିର ମଜ୍ଜା; ହାଡ଼ରସା — The marrow of the bone
  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — କ୍ଷେତ୍ର; ବିଲ — Cultivated plot of land
  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — ଯୁଦ୍ଧ — Battle
  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — ପୂରଦ୍ୱାର — City gate
  • ସଂ. ବି. (ବଲ୍=ଶକ୍ତି+ଜନ୍ ଧାତୁ+କର୍ତ୍ତୃ. ଅ) — ଦ୍ୱାର (ହି.ଶ.) — Door