ବଳଜା Baḻajā
- ସଂ. ବି. ସ୍ତ୍ରୀ — ସୁନ୍ଦରୀ ସ୍ତ୍ରୀ — A beautiful woman
- ସଂ. ବି. ସ୍ତ୍ରୀ — ବନ ବଳକା ହା ରାମ ସ୍ୱନେ ପୂର୍ଣ୍ଣ ଜଟାୟୁ ତରଳେ । ଭଞ୍ଜ. ବୈଦେହୀଶବିଳାସ ।
- ସଂ. ବି. ସ୍ତ୍ରୀ — ଜୁଇ ଫୁଲ — A kind of jasmine
- ସଂ. ବି. ସ୍ତ୍ରୀ — ଦଉଡ଼ି (ହି.ଶ.) — Rope
- ସଂ. ବି. ସ୍ତ୍ରୀ — ପୃଥିବୀ—(ହି. ଶ.) — The earth