ବଳକର Baḻakara

  • ସଂ. ବି — ପରାକ୍ରମଶାଳୀ — Powerful
  • ସଂ. ବି — ତେଜୋମୟ — Full of force
  • ସଂ. ବି — ଯାହା ବଳ ଦିଏ — Invigorating; strengthening
  • ସଂ. ବି — ବଳକର ରାମ ଲକ୍ଷ୍ମଣକରଜ ପ୍ରଭା ଆସଇ ପ୍ରକଟି— ଭଞ୍ଜ. ବୈଦେହୀଶବିଳାସ ।