ବଲ୍ Bal

  • ବୈଦୈ. ବି. (ଇଂ) — କ୍ରୀଡ଼ାର୍ଥ ବ୍ୟବହୃତ ପେଣ୍ଡୁ; ଗୋଲକ — Ball (used in games)
  • ବୈଦୈ. ବି. (ଇଂ) — (ଯଥା—କ୍ରିକେଟ୍ ବଲ୍; ଫୁଟବଲ୍; ପୋଲେ ବଲ୍; ବିଲିଆଡ଼୍ ବଲ୍ ।)
  • ବୈଦୈ. ବି. (ଇଂ) — ଇଉରୋପୀୟ ପଦ୍ଧତି ଅନୁସାରେ ସ୍ତ୍ରୀପୁରୁଷଙ୍କର ଯୋଡ଼ୀ ନାଟ — Ball dance
  • ଗ୍ରା. (ଇତର)—(ସଂ. ବଳୀବର୍ଦ୍ଦ; ତୁଳ. ଉର୍ଦ୍ଦ ବଏଲ୍) — ବଳଦ — Ox