ବଲେଇ Bale-i
- ଦେ. ବିଣ — କ୍ଷୁଦ୍ର; ଛୋଟ — Small; minute
- ବି — ଛୋଟ କିଆରୀ — Small strip or plot of fields
- ବି — ଛୋଟ ଛୋଟ ଆକାରରେ କଟା ହୋଇ ବିଡ଼ା ବନ୍ଧା ହୋଇଥିବା ଜାଳ କାଠ — Fuel cut into bits and tied into small bundles
- ଦେ. କ୍ରି. ବିଣ — କୌଣସି ବ୍ୟକ୍ତିଙ୍କୁ ଆଗ ବଳାଇ ଦେଇ — After accompanying a person to some distance
- ବୈଦେ. ବି. (ଆ. ବଲା= ବିପଦ; ଗୁରୁଦାୟିତ୍ୱ) — ବଦୀ; ଦାୟିତ୍ୱ — Responsibility
- ବୈଦେ. ବି. (ଆ. ବଲା= ବିପଦ; ଗୁରୁଦାୟିତ୍ୱ) — ମୁଁ ତାଙ୍କୁ ବାର ବାର ତେତିକି ବେଳୁଁ କହୁଛି ପରପୁଅ, ଗୁଞ୍ଜାରୁଅ ସେ ବଲେଇରେ ପଶ ନାଁ। ଫକୀରମୋହନ ଗଳ୍ପ ସଳ୍ପ।
- ବୈଦେ. ବି. (ଆ. ବଲା= ବିପଦ; ଗୁରୁଦାୟିତ୍ୱ) — ବିପଦ — Danger
- ବୈଦେ. ବି. (ଆ. ବଲା= ବିପଦ; ଗୁରୁଦାୟିତ୍ୱ) — ବିଘ୍ନ — Obstacle
- ବୈଦେ. ବି. (ଆ. ବଲା= ବିପଦ; ଗୁରୁଦାୟିତ୍ୱ) — ଆଡ଼ୁଆ; ଗୋଳମାଳ — Trouble; confusion; difficulty
- ବୈଦେ. ବି. (ଆ. ବଲା= ବିପଦ; ଗୁରୁଦାୟିତ୍ୱ) — [ଦ୍ର—ଏ ଶବ୍ଦ ଅନର୍ଥକ; 'ଅଲେଇ' ଶବ୍ଦ ସହିତ ବ୍ୟବହୃତ ହୋଇ ଏକାର୍ଥବୋଧକ ଯୁକ୍ତଶବ୍ଦ ଉତ୍ପାଦନ କରେ, ଅଲେଇ ବଲେଇ।]