ବର୍ୟ Barj̄a
- ସଂ. ବିଣ. ପୁଂ (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ଯ) — ବରଣୀୟ; ପୂଜ୍ୟ — Worshippable; adorable
- ସଂ. ବିଣ. ପୁଂ (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ଯ) — ଶ୍ରେଷ୍ଠ; ପ୍ରଧାନ — Chief
- ସଂ. ବିଣ. ପୁଂ (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ଯ) — [ଦ୍ର—ଏ ଶବ୍ଦ ପ୍ରୟୋଗ ସମସ୍ତ ପଦରେ ଅନ୍ୟ ଶବ୍ଦ ପରେ ହୋଇଥାଏ ଯଥା—ବ୍ରାହ୍ମଣ ବର୍ଯ୍ୟ, ବିଦ୍ୱନ୍ଦର୍ଯ୍ୟ, ଦ୍ୱିଜବର୍ଯ ।]
- ସଂ. ବି — କାମଦେବ; କନ୍ଦର୍ପ — Cupid-god