ବର୍ହ Barha
- ସଂ. ବି. (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତି ପାଇବା ଭାବ+ଅ) — ବୃଦ୍ଧି ପାଇବା — Increasing
- ସଂ. ବି. (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତି ପାଇବା ଭାବ+ଅ) — ଦୀପ୍ତି — Shining; glamour
- ସଂ. ବି. (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତି ପାଇବା ଭାବ+ଅ) — (+କର୍ତ୍ତୃ. ଅ)— ମୟୂର ପୁଚ୍ଛ — 2. The tail of peacock
- ସଂ. ବି. (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତି ପାଇବା ଭାବ+ଅ) — ଗ୍ରନ୍ଥି— ପର୍ଣ୍ଣବୃକ୍ଷ — A kind of plant
- ସଂ. ବି. (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତି ପାଇବା ଭାବ+ଅ) — ବୃକ୍ଷର ପତ୍ର — Leaf of a tree
- ସଂ. ବି. (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତି ପାଇବା ଭାବ+ଅ) — ସହଚର — Companion; comrade