ବର୍ହୀ Barhī

  • ସଂ.ବି. ପୁଂ (ବର୍ହ=ଇନ୍; ବର୍ହିନ୍ ଶବ୍ଦ, 1 ମା. 1 ବ.) — (ନାମ) କଶ୍ୟପ ଋଷିଙ୍କ ଏକ ପୁତ୍ର — Name of a son of sage Kaṡyapa
  • ସଂ.ବି. ପୁଂ (ବର୍ହ=ଇନ୍; ବର୍ହିନ୍ ଶବ୍ଦ, 1 ମା. 1 ବ.) — ମୟୂର — Peacock
  • ସଂ.ବି. ପୁଂ (ବର୍ହ=ଇନ୍; ବର୍ହିନ୍ ଶବ୍ଦ, 1 ମା. 1 ବ.) — ତଗର (ହି.ଶ.) — Tagara (See)
  • ସଂ. ବିଣ. ପୁଂ — ଯେ ମୟୂର ଶିଖା ପିନ୍ଧି ଥାଏ, ବର୍ହଧାରୀ — Adorned with peacock-tail