ବର୍ଷଣ Barshaṇa

  • ସଂ. ବି. (ବୃଷ୍ ଧାତୁ+ଭାବ. ଅନ) — ବୃଷ୍ଟି — Rain
  • ସଂ. ବି. (ବୃଷ୍ ଧାତୁ+ଭାବ. ଅନ) — ବୃଷ୍ଟିପାତ; ଧାରା ପତନ — Rainfall
  • ସଂ. ବି. (ବୃଷ୍ ଧାତୁ+ଭାବ. ଅନ) — ବୃଷ୍ଟି ପରି ଅଜସ୍ର ଧାରାରେ ପତନ — Falling like a shower; copious discharge