ବର୍ଷଜ Barshaja

  • ସଂ. ବିଣ. (ଉପପଦ ତତ୍ ପୁରୁଷ; ବର୍ଷ+ଜନ୍ ଧାତୁ+କର୍ତ୍ତୃ. ଅ) — ବୃଷ୍ଟି ଯୋଗୁଁ ଉତ୍ପନ୍ନ — Produced by rain
  • ସଂ. ବିଣ. (ଉପପଦ ତତ୍ ପୁରୁଷ; ବର୍ଷ+ଜନ୍ ଧାତୁ+କର୍ତ୍ତୃ. ଅ) — ମେଘଜ — Produced from cloud
  • ସଂ. ବିଣ. (ଉପପଦ ତତ୍ ପୁରୁଷ; ବର୍ଷ+ଜନ୍ ଧାତୁ+କର୍ତ୍ତୃ. ଅ) — ଜମ୍ବୁ ଦ୍ୱୀପୋତ୍ପନ୍ନ — Produced in India