ବର୍ଯା Barj̄ā
- ସଂ. ବି. ସ୍ତ୍ରୀ—(ବୀର୍ଯ୍ୟ+ସ୍ତ୍ରୀ. ଅ) — ପତିମ୍ବରା କନ୍ୟା — A girl who elects her own husband
- ସଂ. ବି. ସ୍ତ୍ରୀ—(ବୀର୍ଯ୍ୟ+ସ୍ତ୍ରୀ. ଅ) — ବର୍ଯ୍ୟାନାରୀପରି ଫୁଲମାଳ ଧରି କେବଳ କିଂଶୁକ ଥାଇ ଯେ । ଭଞ୍ଜ.ବୈଦେହୀଶବିଳାସ।
- ସଂ. ବି. ସ୍ତ୍ରୀ—(ବୀର୍ଯ୍ୟ+ସ୍ତ୍ରୀ. ଅ) — କନ୍ୟା — Bride
- ସଂ. ବି. ସ୍ତ୍ରୀ—(ବୀର୍ଯ୍ୟ+ସ୍ତ୍ରୀ. ଅ) — ହରଡ଼; (ହି.ଶ) — A kind of Pulse
- ସଂ. ବିଣ — ବର୍ଯ୍ୟର ସ୍ତ୍ରୀଲିଙ୍ଗ — Feminine of Barj̄ya
- ପ୍ରାଦେ (ଭକ୍ରିଭାଖା)ବି — ଘୁଷୁରି — Hog