ବର୍ବଟୀ Barbaṭī

  • ସଂ. ବି—(ବର୍ବ୍ବଟ+ସ୍ତ୍ରୀ. ଆ. ଈ) — ବରଗୁଡ଼ି (ଦେଖ) — Baraguṟḍ̠i (See)
  • ସଂ. ବି—(ବର୍ବ୍ବଟ+ସ୍ତ୍ରୀ. ଆ. ଈ) — ବରଗଡ଼ା (ଦେଖ) — Baragaṟḍ̠ā (See)
  • ସଂ. ବି—(ବର୍ବ୍ବଟ+ସ୍ତ୍ରୀ. ଆ. ଈ) — ବରାଙ୍ଗନା; ବେଶ୍ୟା — Prostitute; whore (Apte)