ବର୍ଜନ Barjana

  • ସଂ. ବି. (ବୃଜ୍ ଧାତୁ=ତ୍ୟାଗ କରିବା+ଭାବ ଅନ) — ତ୍ୟାଗ — Giving up; abandonment; relinquishment
  • ସଂ. ବି. (ବୃଜ୍ ଧାତୁ=ତ୍ୟାଗ କରିବା+ଭାବ ଅନ) — ରହିତ କରିବ — Setting aside
  • ସଂ. ବି. (ବୃଜ୍ ଧାତୁ=ତ୍ୟାଗ କରିବା+ଭାବ ଅନ) — ହିଂସା — Hostility
  • ସଂ. ବି. (ବୃଜ୍ ଧାତୁ=ତ୍ୟାଗ କରିବା+ଭାବ ଅନ) — ବଧ — Slaughter