ବରାଦ Barāda

  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — କୌଣସି ବ୍ୟକ୍ତି ଉପରେ କୌଣସି କାର୍ଯ୍ୟର ଭାର ନ୍ୟସ୍ତୀକରଣ; କାର୍ଯ୍ୟଭାରାର୍ପଣ — Commission; assignment of a duty to a certain person
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ନିୟୋଜନ; ନିୟୋଗକରଣ; କୌଣସି କାର୍ଯ୍ୟ କରିବାପାଇଁ ଆଦେଶ କରିବା — Direction
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ଉଡ଼ିଯାଏ ଚୁଟି ତୃଟି ହେଲେ ବରାଦ। ଭିକାରୀ—ଗୀତ ଲହରୀ।
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ବନ୍ଦୋବସ୍ତ; ନିର୍ଦ୍ଧାରଣ; ବ୍ୟବସ୍ଥା — Settlement; arrangement
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ପ୍ରୟୋଜନ — Necessity
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — କପାଳ; ଭାଗ୍ୟ; ଅଦୃଷ୍ଟ — Luck; fortune
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ଯେଉଁ ଚିଠି ଦ୍ୱାରା ପ୍ରେରକ ଛଡ଼ା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଟଙ୍କାଆଦି ଗ୍ରହଣ କରିବା ସକାଶେ କ୍ଷମତା ଦିଆ ଯାଏ — Letter of authority to a person to receive from or give to any person any amount or article; letter of assignment; payment order
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — କୌଣସି ପଣ୍ୟାଦି ପଠାଇବା ପାଇଁ ବ୍ୟବସାୟୀ ନିକଟ ପଠାଯିବା ହୁକୁମ; ଫରମାସ — A business-order for the supply of an article
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ହୁଣ୍ଡୀ — Hoondi
  • ବୈଦେ. ବି. (ଆ. ବରାଆତ୍= ଅନ୍ୟକୁ କାର୍ଯ୍ୟଭାର ଦେଇ ନିଜେ ମୁକ୍ତ ହେବା—ଯୋଗେଶ୍ଚନ୍ଦ୍ର; କିମ୍ବା ଫା. ବରାୟ=ନିମନ୍ତେ+ଦାନ=ଦେବା ନିମନ୍ତେ କିମ୍ବା ସଂ. ଭାର) — ଚିଠି; ହୁକୁମନାମା; ଆଦେଶପତ୍ର; ପରୁଆନା — Order; warrant; writ