ବରାଟ Barāṭa
- ସଂ. ବିଣ. (ବର=ଅଳ୍ପ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯେ ଅଳ୍ପ ଯାଏ ଅର୍ଥାତ୍ ଯାହାର ପ୍ରସାର ଅଳ୍ପଦୂର ପର୍ଯ୍ୟନ୍ତ) — ଅକିଞ୍ଚିତ୍କର — 2. Insingificant
- ସଂ. ବିଣ. (ବର=ଅଳ୍ପ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯେ ଅଳ୍ପ ଯାଏ ଅର୍ଥାତ୍ ଯାହାର ପ୍ରସାର ଅଳ୍ପଦୂର ପର୍ଯ୍ୟନ୍ତ) — ଅଳ୍ପ; କ୍ଷୁଦ୍ର; ଛୋଟ — Small; little
- ସଂ. ବିଣ. (ବର=ଅଳ୍ପ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ; ଯେ ଅଳ୍ପ ଯାଏ ଅର୍ଥାତ୍ ଯାହାର ପ୍ରସାର ଅଳ୍ପଦୂର ପର୍ଯ୍ୟନ୍ତ) — ଛାର; ହେୟ — Negligible
- ସଂ. ବି — କଉଡ଼ି — Cowrie; shell-money
- ସଂ. ବି — କି କି କରି ନିଅନ୍ତି ଗଣି ବଲାଟକୁ। କୃଷ୍ଣସିଂହ ମହାଭାରତ ବିରାଟ ।
- ସଂ. ବି — ଦଉଡ଼ି — Rope; cord (Apte)