ବରାଟକ Barāṭaka

  • ସଂ. ବିଣ. (ବର+ଅଟ୍ ଧାତୁ+ଅ; କ) — ବରାଟ; ତୁଚ୍ଛ; ଅକିଞ୍ଚିତ୍କର — Insignificant
  • ସଂ. ବିଣ. (ବର+ଅଟ୍ ଧାତୁ+ଅ; କ) — ଛୋଟ — Small; little
  • ସଂ. ବି — କପର୍ଦ୍ଦପ; କଉଡ଼ି; ବୋଡ଼ି — Shell money; cowrie
  • ସଂ. ବି — ପଦ୍ମଫୁଲର ବୀଜକୋଷ — The seed-vessel of the lotus flower. (Apte)
  • ସଂ. ବି — ଦଉଡ଼ି — Rope (Apte)