ବରାକୀ Barākī

  • ସଂ. ବିଣ. ସ୍ତ୍ରୀ—(ବରାକ+ସ୍ତ୍ରୀ. ଈ) — ଦୀନା; ଶୋଚନୀୟା; ନିପପରାଧିନୀ; ହତଭାଗା (ସ୍ତ୍ରୀ) — Deplorable; poor; innocent; unfortunate (woman)
  • ସଂ. ବିଣ. ସ୍ତ୍ରୀ—(ବରାକ+ସ୍ତ୍ରୀ. ଈ) — ନିଦ୍ରା ଭାଜିଲାରୁ ସଖୀଏ ସରବେ ବାହାରି ପୁରୁଁ ବରାକୀ— ରାଧାନାଥ. ପାର୍ବତୀ।