ବରହ Baraha
- ଗ୍ରା. ବି. (ପଦ୍ୟ) (ସଂ. ବର୍ହ) — ମୟୂରପୁଚ୍ଛ — The tail of peacock
- ଗ୍ରା. ବି. (ପଦ୍ୟ) (ସଂ. ବର୍ହ) — ବରହ ଟେକି ଅନାଇ କେକୀ ନର୍ତ୍ତନ—ଭଞ୍ଜ. ବୈଦେହୀଶବିଳାସ।
- ଗ୍ରା. ବି. (ପଦ୍ୟ) (ସଂ. ବର୍ହ) — ଅଗ୍ନିଶିଖା — Flame
- ଗ୍ରା. ବି. (ପଦ୍ୟ) (ସଂ. ବର୍ହ) — ବରହେ ମଳିନ ଶିଖୀକି କରାଇ ହିମନ୍ତ ଅନୁଭାବର— ଭଞ୍ଜ. ବୈଦେହୀଶବିଳାସ।