ବରହି Barahi

  • ଗ୍ରା. ବି. (ପଦ୍ୟ)—(ସଂ. ବର୍ହି=ଅଗ୍ନି) — ବର୍ହି (ଦେଖ) — Barhi (See)
  • ଗ୍ରା. ବି. (ପଦ୍ୟ)—(ସଂ. ବର୍ହି=ଅଗ୍ନି) — ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ— ଭଞ୍ଜ. ବୈଦେହୀଶବିଳାସ।