ବରହମ୍ Baraham
- ଗ୍ରା. ବି. (ସଂ. ବ୍ରହ୍ମ) — ଆତ୍ମା — Soul
- ଗ୍ରା. ବି. (ସଂ. ବ୍ରହ୍ମ) — ପ୍ରାଣ — Life
- ଗ୍ରା. ବି. (ସଂ. ବ୍ରହ୍ମ) — ଜୀବାତ୍ମା — The sentient soul
- ଗ୍ରା. ବି. (ସଂ. ବ୍ରହ୍ମ) — (ଯଥା— ଦି ଦିନ ହେଲା ଖାଇବାକୁ ନ ପାଇ ମୋ ବରହମ୍ ତାତି ଯାଉଛି।)
- ବୈଦେ. ବିଣ. (ଫା. ବର୍ହମ୍) — କ୍ରୁଦ୍ଧ — Angry; flown into a rage
- ବୈଦେ. ବିଣ. (ଫା. ବର୍ହମ୍) — ଉତ୍ତେଜିତ — Irritated