ବରଷ Barasha

  • ଦେ. ବି (ସଂ. ବର୍ଷ) — ବର୍ଷ — Year
  • ଦେ. ବି (ସଂ. ବର୍ଷ) — ଆୟୁଷ୍କାଳ — Year of age
  • ଦେ. ବି (ସଂ. ବର୍ଷ) — ପୃଥିବୀର ବିଭାଗ; ଦେଶ — Division of the earth; country
  • ଦେ. ବି (ସଂ. ବର୍ଷ) — ସପତ ସିନ୍ଧୁ ମଧ୍ୟେ ଥାଇ ଦ୍ୱୀପ ବରଷ ଯେତେ ହୋଇ। ଭାରତ ବର୍ଷ ତହିଁ ଧନ୍ୟ ଯହିଁରେ ଜନ୍ମ ପ୍ରାଣିମାନ—ଜଗନ୍ନାଥ, ଭାଗବତ।
  • ଦେ. ବି (ସଂ. ବର୍ଷ) — ଜମ୍ବୁ ଦ୍ୱୀପ — The jambu island in India
  • ଦେ. ବି (ସଂ. ବର୍ଷ) — ବରଷ ମଧ୍ୟେ ଲୁଚାଇ ଥିବ କେହି ମିଳନ୍ତି ବନ୍ଧୁ ଠାବର। ଭଞ୍ଜ. ବୈଦେହୀଶବିଳାସ।