ବରଷକ Barashaka

  • ସଂ. ବି. (ସଂ. ବର୍ଷୁକ) — ବର୍ଷଣକାରୀ; ବର୍ଷଣ କରୁଥିବା — Copious discharging
  • ସଂ. ବି. (ସଂ. ବର୍ଷୁକ) — ବରଷକ ବର ଶକତି କତିର ତିରସ୍କର କର ବୀର । x x x
  • ଦେ. ବି — ଏକ ବର୍ଷ ମାତ୍ର — One year only