ବରଭାଇ Barabhāi

  • ପ୍ରାଦେ. (ଯାଜପୁର) ବି — ବର ବିବାହାର୍ଥ ଯାତ୍ରା କରିବା ବେଳେ ତା ସଙ୍ଗେ ଯିବା ମାର୍କୁଣ୍ଡୀ — A boy related to the bridegroom who accompanies him while he goes to the bride's place for marrying