ବରଦଳି Baradaḻi

  • ଦେ. ବି — ଚକ୍ରାକାର ଅସ୍ତ୍ରବିଶେଷ — A kind of circular weapon
  • ଦେ. ବି — ଧରି ରଣୋନ୍ମାଦେ ଯମ ଚକ୍ର ପ୍ରାୟେ କରେ ବକ୍ର ବରଦଳି। ରାଧାନାଥ—ମହାଯାତ୍ରା।