ବରତ Barata

  • ଗ୍ରା. ବି (ସଂ. ବ୍ରତ) — ବ୍ରତ (ଦେଖ) — Brata (See)
  • ଗ୍ରା. ବି (ସଂ. ବ୍ରତ) — କି ନୀତି କି ଜାତି ଶୀଳ, କି କୁଳ ବରତ ଫଳ, ଠଉରି ପାରିଲା ମୋ ମତିରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ କ. ଗୀତ।
  • ଗ୍ରା. ବି (ସଂ. ବ୍ରତ) — ଅନନ୍ତବ୍ରତ ପରି କୌଣସି ବିଶିଷ୍ଟ ବ୍ରତ ଉପଲକ୍ଷରେ ବ୍ରତ— ଧାରୀର ହାତରେ ବନ୍ଧାଯିବା ବାଜୁବନ୍ଧ — An amulet worn on the ocasion of Anantabrata