ବରତିକ Baratika

  • ଦେ. ବି. (ସଂ. ବର୍ତ୍ତିକ) — ବତର ପକ୍ଷୀ — The grey quail
  • ଦେ. ବି. (ସଂ. ବର୍ତ୍ତିକ) — ବରତିକ ଆଦି ପକ୍ଷୀ ଅଛ ପକ୍ଷ ଦେଲେ ଉଡ଼ନ୍ତି ଦିବର। ଭଞ୍ଜ. ବୈଦେହୀଶବିଳାସ।