ବରଣିଆ Baraṇiā

  • ଦେ. ବିଣ. (ସଂ. ବରଣୀୟ) — ଭୋଜନ ଆଦିକୁ ନିମନ୍ତ୍ରିତ — Invited to a feast
  • ଦେ. ବିଣ. (ସଂ. ବରଣୀୟ) — ଯେଉଁ ବ୍ରାହ୍ମଣଙ୍କୁ ଦେବାରାଧନାଦି କରିବା ପାଇଁ ଯଜମାନ ବରଣ କରିଥାଆନ୍ତି — (Brāhmaṇa) Commissioned to do worship to gods