ବରକ Baraka
- ସଂ. ବିଣ. ପୁଂ. (ବୃ ଧାତୁ+କର୍ତ୍ତୃ. ଅକ) — ବରଣକାରୀ — Choosing
- ସଂ. ବିଣ. ପୁଂ. (ବୃ ଧାତୁ+କର୍ତ୍ତୃ. ଅକ) — କନ୍ୟାର ବିବାହପ୍ରାର୍ଥୀ — Wooing; asking a female in marriage
- ସଂ. ବି — ଆଚ୍ଛାଦନ ବସ୍ତ୍ର — A covering cloth; clock
- ସଂ. ବି — ଚିନା ଧାନ୍ୟ — A kind of fine grain
- ସଂ. ବି — ବନ୍ୟ ମୁଦ୍ଗ (ପ୍ରକୃତିବାଦ) — A wild pulse
- ସଂ. ବି — ପୋତାଚ୍ଛାଦନ (ପ୍ରକୃତିବାଦ) — A covering for a ship
- ସଂ. ବି — ପ୍ରିୟଙ୍ଗୁ (ହି. ଶ) — Priyaṅgu (See)
- ସଂ. ବି — ବନ୍ୟ ବଦର (ହି. ଶ) — Wild jujube (tree)
- ସଂ. ବି — (ବର+ସ୍ୱାର୍ଥେ, କ) ବର; ଅଭିପ୍ସିତ ଫଳ — Boon (Apte)
- ସଂ. ବି — କନ୍ୟାର ବିବାହ ପ୍ରାର୍ଥୀ ବ୍ୟକ୍ତି — Suitor; one who asks a female in marriage; wooer (Apte)
- ସଂ. ବି — (ବୃ ଧାତୁ+କରଣ. ଅକ) ଗାମୁଛା; ତଉଲିଆ — A towel; wiper (Apte)
- ସଂ. ବି — (+କର୍ମ. ଅକ) ବନ୍ୟ ଶିମ୍ବବିଶେଷ — A kind of wild bean (Apte)