ବରକତ Barakata
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ପ୍ରାଚୁର୍ଯ୍ୟ — Plenty
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ସୌଭାଗ୍ୟ — Good fortune
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ମଙ୍ଗଳ — Bliss
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ଉନ୍ନତି; ଶ୍ରୀବୃଦ୍ଧି; ବଡ଼ତି — Prosperity
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ନିୟତିରେ ବରକତି; ନିୟତରେ ବରକତ—ଢଗ।
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ସଫଳତା — Success
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ବୃଦ୍ଧି — Increase
- ବୈଦେ. ବି. (ଆ. ବରକତ୍=ବୃଦ୍ଧି) — ପୂର୍ଣ୍ଣତା — Fullness; completion