ବମେ Bame

  • ବୈଦେ. ଅ (ଫା) — ସକଳ ପ୍ରକାରର — Of all kinds
  • ବୈଦେ. ଅ (ଫା) — ସମସ୍ତ — All
  • ବୈଦେ. ଅ (ଫା) — (ଯଥା—ବମେ ସରଞ୍ଜାମ ଏଠାରୁ ସ୍ଥାନାନ୍ତରିତ କରିବାକୁ ହେବ।)