ବଭ୍ରୁ Babhru

  • ସଂ. ବି (ଭୃ ଧାତୁ+କର୍ତ୍ତୃ. ଉ. ନିପାତନ) — ଶିବ — ṡiba.2 ବିଷ୍ଣୁ—2. Bishṇu.3 ମୁନିବିଶେଷ—3. Name of a sage.4 ଦେଶବିଶେଷ— 4. Name of a country.5 ବହ୍ନି—5. Fire.6 ଗେରୁମାଟି—6. Red ochre; red chalk
  • ସଂ. ବି (ଭୃ ଧାତୁ+କର୍ତ୍ତୃ. ଉ. ନିପାତନ) — ନେଉଳ — Ichneumon; mongoose.8 ମୂଷା—8. Rat; mouse.9 ଭାଗବତୋକ୍ତ ଯଦୁବଂଶୀୟ ଜନୈକ ବୀର—9. Name of a hero born of the Jadu dynasty.10 ପିଙ୍ଗଳ ବର୍ଣ୍ଣ—10. Tawny colour.11 ସୁଶ୍ରୁତୋକ୍ତ ଏକ ପ୍ରକାର ସର୍ପ (ହି. ଶ)— 11. A kind if Serpent
  • ସଂ. ବିଣ — ପାଳନକର୍ତ୍ତା; ପାଳକ — Maintainer
  • ସଂ. ବିଣ — ବିଶାଳ; ବୃହତ୍ — Large; big
  • ସଂ. ବିଣ — ପିଙ୍ଗଳ — Tawny
  • ସଂ. ବିଣ — ରୋଗ ଯୋଗୁଁ ଟାଙ୍ଗରା — Become bald owing to illness