ବପୁ Bapu

  • ଦେ. ବି (ସଂ. ବପୁଃ=ବପୁସ୍ ଶବ୍ଦର 1 ମା. 1 ବ) — କାୟ; ଶରୀର; ଦେହ — Body
  • ଦେ. ବି (ସଂ. ବପୁଃ=ବପୁସ୍ ଶବ୍ଦର 1 ମା. 1 ବ) — ବହପ; ଶାରୀରିକ ବଳ — Might; strength
  • ଦେ. ବି (ସଂ. ବପୁଃ=ବପୁସ୍ ଶବ୍ଦର 1 ମା. 1 ବ) — ଏହାକୁ ମାରିବି ଦେଖାଇ ମହାବପୁ—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ।
  • ଦେ. ବି (ସଂ. ବପୁଃ=ବପୁସ୍ ଶବ୍ଦର 1 ମା. 1 ବ) — ଶକ୍ତି; କ୍ଷମତା — Power
  • ଦେ. ବି (ସଂ. ବପୁଃ=ବପୁସ୍ ଶବ୍ଦର 1 ମା. 1 ବ) — ହୋଇଛି ଜଗତଜୀବନ ମଧୁରିପୁ ଦେଖିଲେ ଜନଙ୍କର ଭାଙ୍ଗୁଅଛି ବପୁ—କୃଷ୍ଣସିଂହ ମହାଭାରତ. ଉଦଯୋଗ।