ବପନ Bapana

  • ସଂ. ବି (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ) — ବୀଜ ରୋପଣ; ମଞ୍ଜି ବୁଣିବା — Sowing of Seeds
  • ସଂ. ବି (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ) — ଗର୍ଭାଧାନ; ନିଷେକ କ୍ରିୟା — The act or ceremony of putting semen into a woman's womb
  • ସଂ. ବି (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ) — ମୁଣ୍ଡନ; କ୍ଷୌର କର୍ମ — Shaving
  • ସଂ. ବି (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ) — ଦୀକ୍ଷା ସମ୍ପୂର୍ଣ୍ଣ ଯାଏ ଧରି, ବେଗେହେଁ ବପନ ନ କରି— ଜଗନ୍ନାଥ ଭାଗବତ।
  • ସଂ. ବି (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ) — ବୟନ; ଲୁଗା ବୁଣିବା — Weaving
  • ସଂ. ବି (ବପ୍ ଧାତୁ. ବୁଣିବା; ମୁଣ୍ଡନ କରିବା+ଭାବ. ଅନ) — ଘାସ ଛେଲିବା — Mowing