ବପନୀ Bapanī
- ସଂ. ବି (ବପ୍ ଧାତୁ+ କରଣ. ଅନ+ସ୍ତ୍ରୀ. ଈ) — ଲୁଗା ବୁଣିବା ଯନ୍ତ୍ରବିଶେଷ; ତୁରୀ (ବଙ୍ଗଳା-ମାକୁ) — Shuttle
- ସଂ. ବି (ବପ୍ ଧାତୁ+ କରଣ. ଅନ+ସ୍ତ୍ରୀ. ଈ) — 2 ଭଣ୍ଡାରୀର ଅସ୍ତ୍ରବିଶେଷ; ଖୁର — 2ଭଣ୍ଡାରୀର ଅସ୍ତ୍ରବିଶେଷ; ଖୁର—2. A razor
- ସଂ. ବି (ବପ୍ ଧାତୁ+ କରଣ. ଅନ+ସ୍ତ୍ରୀ. ଈ) — (+ଅଧି. ଅନ) ତନ୍ତଘର — Loom- room
- ସଂ. ବି (ବପ୍ ଧାତୁ+ କରଣ. ଅନ+ସ୍ତ୍ରୀ. ଈ) — ଭଣ୍ଡାରି ଯେଉଁଠାରେ ବସି ଲୋକଙ୍କୁ କ୍ଷୌର କରେ (ହି. ଶ) — A place where a barber shaves people