ବନ Bana
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ଅରଣ୍ୟ; କାନନ; ଜଙ୍ଗଲ; ବୃକ୍ଷସମଷ୍ଟି — Forest; wood
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ଜଳ — Water
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ପ୍ରସ୍ରବଣ — A spring; fountain
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ନିବାସ; ଆଳୟ — Abode; house; residence
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ତୋଟା — Plantation; tope
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ପୁଷ୍ପୋଦ୍ୟାନ; ଫୁଲ ବଗିଚା — Garden
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — କୁଞ୍ଜ — Grove; arbour
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ବନେ କେଳି କୃତ ଚିତ୍ତ ଆଦର ନିଶାରେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — କାଠ — Wood; timber
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ଆଲୋକ; ଆଲୋକରେଖା — Light; ray of light
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ଚମସା ନାମକ ଯଜ୍ଞ ପାତ୍ର (ହି. ଶ) — Name of a sacrificial vessel
- ସଂ. ବି. (ବନ୍ ଧାତୁ= ବିସ୍ତାର+ କର୍ତ୍ତୃ. ଅ; ଯାହା ବିସ୍ତୃତ ହୁଏ) — ଶଙ୍କରାଚାର୍ଯ୍ୟ ମତା— ବଲମ୍ବୀ ସନ୍ନ୍ୟାସିସମ୍ପ୍ରଦାୟଙ୍କ ଉପାଧିବିଶେଷ — Name of the title of one class of anchorites, the followers of Ṡaṅkarāchārjya