ବନ୍ୟା Banyā

  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ଅରଣ୍ୟାନୀ; ବନସମୂହ — Range of forests
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ବନ୍ୟାଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ ଋଷିବାର ପ୍ରବର୍ତ୍ତାଇ ଅଛି ଯେ—ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ବଢ଼ୀ; ଜଳପ୍ଲାବନ — Flood; inundation
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ମୁଦ୍ଗପର୍ଣ୍ଣୀ — Pheseolus Trilobus
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ଗୋପାଳ କର୍କଟୀ — A kind of wild fruit
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ଗୁଞ୍ଚା; କାଇଞ୍ଚ — Abrus Precatorius
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ମିଶ୍ରେୟା; ସଉପ — Aniseed; Pimpinella Anisum
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ଭଦ୍ରମୁସ୍ତା — A sort of bulbous grass root
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ଗନ୍ଧପତ୍ରା — A species of zedoary
  • ସଂ. ବି. (ବନ=ଜଳ+ସମୂହାର୍ଥେ ଯ+ ଆ; ବନ= ଅରଣ୍ୟ+ ଜାତାର୍ଥେ. ଯ+ଆ) — ଅଶ୍ୱଗନ୍ଧା (ଦେଖ) (ହି. ଶ) — Aṡwagandhā (See)