ବନ୍ଧନ Bandhana
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ବାନ୍ଧିବା କ୍ରିୟା — The act of binding
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ଅବରୋଧ; ଅଟକ — Restraint
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — କାରାରୋଧ — Confinement; imprisonment
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ବାଧା; ପ୍ରତିବନ୍ଧ — Obstruction; hindrance; obstacle
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ସଂଯମନ — Regulating; controlling
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ସେତୁଆଦିର ନିର୍ମାଣ — Raising of a dam
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — (+କରଣ. ଅନ)—ବୃନ୍ତ; ଡେମ୍ଫ — Stalk
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ବଧ; ହନନ; ହତ୍ୟା; ହିଂସା — Murder; slaughter
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ବାଣର ପୁଙ୍ଖ — The feathers tied at the tail of an arrow
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ଫାଶ; ଗଣ୍ଠି — Knot
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ନିଗଡ଼; ବାନ୍ଧିବା ଦଉଡ଼ି — Ligature; string; chain. fetters; band
- ସଂ. ବି. (ବନ୍ଧ୍ ଧାତୁ+ଭାବ. ଅନ) — ବନ୍ଧାଯିବା ପଟୀ — Bandage