ବନ୍ଧନୀୟ Bandhanīya

  • ସଂ. ବିଣ—(ବନ୍ଧ୍ ଧାତୁ+କର୍ମ ଅନୀୟ) — ଯାହା ବନ୍ଧା ଯିବାର ଉପଯୁକ୍ତ — capable of being bound; deserving confinement
  • ସଂ. ବି — ସେତୁ; ପୋଲ (ହି. ଶ.) — Bridge