ବନ୍ଦେ Bande

  • ସଂ. କ୍ରି. (ସଂସ୍କୃତ ବନ୍ଦ ଧାତୁର ଉତ୍ତମ ପୁରୁଷ ଏକବଚନର କ୍ରିୟା) ମୁଁ ବନ୍ଦନା କରୁଅଛି; ବନ୍ଦଇ — I adore; I salute
  • ସଂ. କ୍ରି. (ସଂସ୍କୃତ ବନ୍ଦ ଧାତୁର ଉତ୍ତମ ପୁରୁଷ ଏକବଚନର କ୍ରିୟା) [ଦ୍ର—ଏହା 'ବନ୍ଦ୍' ଧାତୁର ସଂସ୍କୃତରୂପ ହେଲେ ମଧ୍ୟ ବଙ୍କିମ ଚନ୍ଦ୍ରଙ୍କର 'ବନ୍ଦେ ମାତରଂ' ଗୀତରେ ବ୍ୟବହୃତ ହୋଇଥିବାରୁ ବର୍ତ୍ତମାନ ଭାରତରେ ସ୍ୱଦେଶୀ ଓ ସ୍ୱରାଜ୍ୟ ଆନ୍ଦୋଳନ ସମୟରେ 'ବନ୍ଦେ ମାତରମ୍' ଭାରତୀୟ ସମସ୍ତ ଭାଷାରେ ବ୍ୟବହୃତ ହେଇଗଲାଣି।]