ବନ୍ତ Banta

  • ଦେ. ପ୍ରତ୍ୟୟ (ଅନ୍ୟ ଶବ୍ଦ ସଙ୍ଗରେ ଯୁକ୍ତ ହୁଏ; ସଂ. ବତ୍ ପ୍ରତ୍ୟୟର ଅପଭ୍ରଂଶ) — ଯୁକ୍ତ; ଯାହାର ଥାଏ — (a suffix meaning) Having
  • ଦେ. ପ୍ରତ୍ୟୟ (ଅନ୍ୟ ଶବ୍ଦ ସଙ୍ଗରେ ଯୁକ୍ତ ହୁଏ; ସଂ. ବତ୍ ପ୍ରତ୍ୟୟର ଅପଭ୍ରଂଶ) — (ଯଥା—ଭାଗ୍ୟବନ୍ତ; ଲକ୍ଷ୍ମିବନ୍ତ।)
  • ପ୍ରାଦେ (ପୁରୀ) ବି — ବାଲିକୁଦ — A heap or hillock of sand; sand dune
  • ପ୍ରାଦେ (ଗଡ଼ଜାତ; ଅନୁଗୁଳ) ବି — ରାମ ଶିଆଳ 2 (ଦେଖ) — ରାମ ଶିଆଳ2(ଦେଖ). Rāmaṡiāḻa 2 (See)
  • ପ୍ରାଦେ (ଗଡ଼ଜାତ; ଅନୁଗୁଳ) ବି — ହେଟା — Wolf