ବନୌକା Bana̲u̲kā
- ସଂ. ବିଣ. (ବନ ଅଟେ ଓକସ୍=ଗୃହ, ବାସ ଯାହାର; ବନୌକସ୍ ଶବ୍ଦ; 1 ମା. 1 ବ.) — ବନବାସୀ — Living in the forest
- ସଂ. ବି — ବାନର; ମାକଡ଼ — Monkey
- ସଂ. ବି — ତପସ୍ୱୀ; ଋଷି — Sage; hermit
- ସଂ. ବି — ବନୌକା ( 1 ) ସଙ୍ଗେ ବନୌକା ( 2 ) ନୁହନ୍ତି କି ମିତ। ଭଞ୍ଜ. ବୈଦେହୀଶବିଳାସ। — ବନୌକା (1) ସଙ୍ଗେ ବନୌକା (2) ନୁହନ୍ତି କି ମିତ ଭଞ୍ଜ. ବୈଦେହୀଶବିଳାସ