ବନୈଟି Bana̲u̲ ṭi

  • ବୈଦେ. ବି. (ଆ. ବନେଟି; ତୁଳ. ସଂ. ବନ+ଯଷ୍ଠି) — ମଲ୍ଲକ୍ରୀଡ଼ାରେ ବ୍ୟବହୃତ 3।4 ହାତ ଲମ୍ବ ବାଡ଼ି — ମଲ୍ଲକ୍ରୀଡ଼ାରେ ବ୍ୟବହୃତ34ହାତ ଲମ୍ବ ବାଡ଼ି— A cudgel 3 or 4 cubits long used in wrestling
  • ବୈଦେ. ବି. (ଆ. ବନେଟି; ତୁଳ. ସଂ. ବନ+ଯଷ୍ଠି) — [ଦ୍ର—ଏଥିର ଦୁଇ ମୁଣ୍ଡରେ କନା ପୁଡ଼ା ବା ନିଆଁ ହୁଳା ବାନ୍ଧି ଉକ୍ତ ବାଡ଼ିର ମଧ୍ୟସ୍ଥଳକୁ ହାତଦ୍ୱାରା ମୁଠାଇ ହସ୍ତକୌଶଳ— ଦ୍ୱାରା ଦୁଇ ମୁଣ୍ଡକୁ ବୃତ୍ତାକାରରେ ବୁଲାଇ ମଲ୍ଲକ୍ରୀଡ଼ା କରାଯାଏ।]