ବନେଜା Banejā

  • ସଂ. ବି. (ବନେ+ଜନ ଧାତୁ+କର୍ତ୍ତୃ. ଅ+ଆ; ଅଲୁକ୍; ଉପପଦ ସମାସ) — ଆମ୍ବ (ହି. ଶ.) — Mango
  • ସଂ. ବି. (ବନେ+ଜନ ଧାତୁ+କର୍ତ୍ତୃ. ଅ+ଆ; ଅଲୁକ୍; ଉପପଦ ସମାସ) — ପର୍ପଟ (ହି.ଶ.) (ଦେଖ) — Parpaṭa (See)