ବନି Bani

  • ଦେ. ବି — (ଆଦରାର୍ଥକ) ବନମାଳିର ଡାକନାମ — Name for calling Banamāḻi in endearment
  • ପ୍ରାଦେ. (ଗଡ଼ଜାତ) ବି — ରକ୍ତ; ଲହୁ — Blood
  • ପ୍ରାଦେ. (ଗଡ଼ଜାତ) ବି — (ଯଥା—ଓହୋ ! ତା ମୁଣ୍ଡରୁ କେତେ ବନି ବୋହିଗଲା ।)