ବନିତ Banita

  • ସଂ. ବିଣ—(ବନ୍ ଧାତୁ+କର୍ମ. ତ) — ଯାହା ପ୍ରାର୍ଥନା କରାଯାଏ; ପ୍ରାର୍ଥିତ; ଯାଚିତ — Prayed for
  • ସଂ. ବିଣ—(ବନ୍ ଧାତୁ+କର୍ମ. ତ) — ସେବିତ — Tended